Vk fan club

Vk fan club

Share

Great fan of vk....
Rest all know our history....let's rock on

04/06/2024

ଧରମା ଖୋଜୁଚି ହସ୍ପିଟାଲ ବେଡ଼
ନିଜ ମାନସିକ ଚିକିତ୍ସା ପାଇଁ

03/06/2024

ନିଜ ମୁହଁ ଲୁଚେଇ ଯେବେ ଯିବ ଦିଲ୍ଲୀ କଣ କହିବା ସେଠି ଆଉ କେମିତି ମୁହଁ ଦେଖେଇବ ପଣ୍ଡା ବାବୁ
ତମ ସବୁ କର୍ମ ର ଗୁଣଗାନ କରିଲେ ଭି ସରିବନି

30/05/2024

ମୟୁରଭଞ୍ଜ ରେ ଏଥର ବାଜିବ ବିକାଶର ଶଙ୍ଖନାଦ
ମୟୁରଭଞ୍ଜ ରେ ହବ ଏଥର ନବୀନ ବିକାଶ ଆମ ଓଡିଶା ଆମ ଅସ୍ମିତା



.

30/05/2024

ମୟୁରଭଞ୍ଜ ପାଇଁ ବିଜେଡି ସରକାରର ବହୁତ କୀର୍ତି ଓ କୃତି ଅଛି
ଏଥର ବିକାଶର ଯୋଡି ଶଙ୍ଖ
ଆମ ଓଡ଼ିଆ ଆମ ଅସ୍ମିତା


.

27/05/2024

getting close with the public, always humble and ready to address their issues firsthand....this is the priority list of our respective CM ....some.bums won't affect his clarity of vision and reputation

27/05/2024

A moment of democracy for all....silently performing the democratic nature of voting....and then warmly interacts with the public, reflecting his grounded and caring leadership

27/05/2024

connects with the citizens, highlighting his commitment to listening and serving humbly...and then quietly does his civics attire of voting

25/05/2024

ଲାଇନ୍ ବିଲ୍ ର ଟେନସନ୍ ଗଲା, ସମକର୍ ମୁହେଁ ଖୁସି ଆସଲା। ଇଥର ଶଙ୍ଖ୍ ଚିହ୍ନାରେ ଭୋଟ୍ ଦେଇକରି ସମକର୍ ଜୀବନ୍ ଉଜାଲା କରୁନ୍।


25/05/2024

ଜୁଲାଇ ମାସୁ ମିଲବା ମାହାଲିଆ ଇଲେକ୍ଟ୍ରି, ଇଟା ନବୀନ ଗ୍ୟାରେଣ୍ଟି। ଯୋଡ଼ିଶଙ୍ଖନେ ଭୋଟ୍ ଦେମା, ସୁଖେ ରହେମା।


25/05/2024

ଏଭେଁ ସବୁ ମଧ୍ୟବିତ୍ତ ପରିବାର୍ କେ BSKY ର ସୁବିଧା ମିଲବା ଆଉ ବଡ୍ ଡାକ୍ତରଖାନା ଯିବାର୍ ଲାଗି ଆଉ କାହାକେ ଦେଖିକରି ଭାବବାର୍ ନାଇଁ ପଡେ

Want your business to be the top-listed Gym/sports Facility in Bhubaneswar?

Click here to claim your Sponsored Listing.

Location

Website

Address

Bhubaneswar