29/08/2026
Bowling Association of Odisha
Contact information, map and directions, contact form, opening hours, services, ratings, photos, videos and announcements from Bowling Association of Odisha, Bhubaneswar.
29/08/2026
22/08/2026
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନୂତନ ଲନ ବଳ କୋର୍ଟ ନିର୍ମାଣ ପାଇଁ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଜ୍ୟ ଲନ ବଳ ସଂଘ ତରଫରୁ ଦାବିପତ୍ର ଦେବାପରେ ମନ୍ତ୍ରୀ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ସକରାତ୍ମକ ସଙ୍କେତ ଦେଇଥିଲେ। l
ଧନ୍ୟବାଦ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଓଡିଶା ସରକାର l
16/07/2026
Rolling with pride, aiming for glory! 🇮🇳🥏
Here's wishing India's Lawn Bowls squad the very best for the Commonwealth Games 2026. May every bowl bring us closer to the podium! 💙
27/05/2026
पूर्व भारतीय निशानेबाज़, ओलंपियन और खेल प्रशासक Raja Randhir Singh के निधन से भारतीय खेल जगत को गहरा दुःख पहुंचा है।
एशियन गेम्स गोल्ड मेडलिस्ट और Olympic Council of Asia के पहले भारतीय अध्यक्ष के रूप में उनका योगदान हमेशा याद रखा जाएगा।
भारतीय खेलों के विकास में उनकी भूमिका और समर्पण आने वाली पीढ़ियों को प्रेरित करता रहेगा। 🙏
16/05/2026
ଲନ ବଳ ଖେଳ ପ୍ରତି ଇଛୁକ ଥିବା ଖେଳାଳି ମାନେ ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ରେ ଯୋଗାଯୋଗ କରନ୍ତୁ
ବଲାଙ୍ଗିର ଜିଲ୍ଲାପାଳ, ଶ୍ରୀଯୁକ୍ତ ଗୌରବ ଶିବାଜି ଇଶଲୱର, ଭା. ପ୍ର. ସେ. ସାର ଏସିଆନ ଲନ ବଳ ଚାମ୍ପିୟନସିପ ପାଇଁ ଅଣ୍ଡର 25 ବର୍ଗରେ ଚୟନ ହୋଇଥିବା ରାଜେଶ୍ୱରୀ ସେଠକୁ ଉଷାହିତ କରିଥିଲେ l
19/03/2026
ଅତିସୁନ୍ଦର ଖବର ପରିବେଷଣ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ 🙏
18/03/2026
ଓଡ଼ିଶାର ରାଜେଶ୍ୱରୀ ସେଠ୍ ନୂଆ ଦିଲ୍ଲୀ ଠାରେ ୫ରୁ ୧୨ ଏପ୍ରିଲ, ୨୦୨୬ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏସିଆନ୍ ଲନ୍ ବଲ୍ସ ଚମ୍ପିୟାନସିପ ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।
ଅନେକ ଶୁଭେଚ୍ଛା ଓ ଶୁଭକାମନା, ରାଜେଶ୍ୱରୀ!
Click here to claim your Sponsored Listing.
Location
Telephone
Website
Address
Bhubaneswar