Ruheena Priyadarshini

Ruheena Priyadarshini

Share

Ruheena Priyadarshini is a renowned life skills coach and motivational speaker dedicated to empowering individuals to achieve their fullest potential.

She has inspired countless people through her engaging workshops, seminars, and counseling sessions. Believing in self is half the battle won.

04/09/2026

Little Krishna was playful, curious, mischievous — and deeply loved. 🦚💙

Yashoda Maa reminds us that good parenting is not about stopping a child from being themselves. It is about setting boundaries without taking away their freedom to explore.

Correct the behaviour, not the child.
Guide them, without making them afraid.
Love them, while letting them grow.

This Janmashtami, may we learn to raise children with love, trust and understanding.✨

Happy Janmashtami🙏🏻

Photos from Ruheena Priyadarshini's post 03/09/2026

କଞ୍ଚା ପାପଡ଼ଟିଏ ନିଆଁର ତାପ ନପାଇବା ଯାଏଁ ଯେମିତି କୁଡ଼କୁଡ଼ିଆ ଓ ସ୍ୱାଦିଷ୍ଟ ହୋଇପାରେନାହିଁ, ଠିକ୍ ସେମିତି ଜୀବନର କଠିନ ପରିସ୍ଥିତି ଆମକୁ ଭାଙ୍ଗିବା ପାଇଁ ନୁହେଁ,
ବରଂ ନିଖୁଣ ଓ ମଜବୁତ କରିବା ପାଇଁ ଆସିଥାଏ। 🔥✨

ଜୀବନରେ ଆସୁଥିବା ଚାପ କିମ୍ବା ପରୀକ୍ଷାକୁ ଦେଖି ଭୟ କରନ୍ତୁ ନାହିଁ। ଆପଣଙ୍କ ଭିତରେ ସେହି ସବୁ କଷ୍ଟକୁ ପାର୍‌ କରିବାର ଶକ୍ତି ଅଛି।

ଯଦି ଏହି ଯାତ୍ରାରେ କେବେ ବି ମନ ଭାରି ଲାଗେ, ମନେରଖନ୍ତୁ— ଆମେ ଅଛୁ ଆପଣଙ୍କ ସହ। 🤝❤️

ମନର କଥା ବାଣ୍ଟିବାକୁ କିମ୍ବା ପରାମର୍ଶ ପାଇଁ ଆଜି ହିଁ ଆମ ସହ ଯୋଗାଯୋଗ କରନ୍ତୁ।

📩 DM us for Personal Counseling & Guidance

📞 Contact: 7847970140

🔒 ଆପଣଙ୍କର ସମସ୍ତ କଥା ସମ୍ପୂର୍ଣ୍ଣ ଗୋପନୀୟ ଓ ସୁରକ୍ଷିତ।

03/09/2026

ଜୀବନରେ ହାରିଯିବା ଭୟଠାରୁ ଜିତିବାର ସ୍ୱପ୍ନ ସବୁବେଳେ ବଡ଼ ହେବା ଦରକାର।

02/09/2026

Quote of the Day...

02/09/2026

ଏକା ଫିଲ୍ମରେ ବାହାଘରର ୪ଟି ବଡ଼ ଚ୍ୟାଲେଞ୍ଜ

01/09/2026

ବିଫଳତା ଜୀବନର ଶେଷ ନୁହେଁ, ଏହା ତ ନୂଆ ଭାବେ ଏବଂ ଆହୁରି ମଜବୁତ୍ ହୋଇ ଆରମ୍ଭ କରିବାର ଏକ ନୂଆ ସୁଯୋଗ।

01/09/2026

ଜୀବନର ସୁନ୍ଦର ସ୍ମୃତିକୁ ସାଇତି ରଖନ୍ତୁ, ଖରାପ ଅନୁଭୂତିକୁ ନୁହେଁ!

ଆମେ ଯେମିତି ଆମର କୌଣସି ପ୍ରିୟ ଜିନିଷକୁ ବହୁତ ଯତ୍ନର ସହ ସାଇତିକି ରଖୁ, ଠିକ୍ ସେମିତି ଜୀବନର ସୁନ୍ଦର ସ୍ମୃତିଗୁଡ଼ିକୁ ବି ମନ ଭିତରେ ସାଉଁଟି ରଖିବା ଉଚିତ୍। 🎁
ଜୀବନରେ ଯାହା ବି ଘଟେ, ସେସବୁ କେବଳ ଗୋଟିଏ ଗୋଟିଏ 'Experience'। କିନ୍ତୁ ଆମେ ତାକୁ 'Good' ବା 'Bad' ର ଲେବୁଲ୍ ଦେଇଦେଉ।

ଭାବି ଦେଖନ୍ତୁ ତ:
ଅତୀତର ଖରାପ ଅନୁଭୂତିକୁ ବାରମ୍ବାର ମନେ ପକାଇଲେ ତାହା କେବଳ କଷ୍ଟ ଓ ଦୁଃଖ ଦିଏ।

ସେହିପରି ସୁନ୍ଦର ସ୍ମୃତିଗୁଡ଼ିକୁ ମନେ ପକାଇଲେ ଏହା ଆମକୁ ନୂଆ ଆଶା, ଶକ୍ତି ଏବଂ ସ୍ପୃହା ଦିଏ।

ତେଣୁ ଜାଣିଶୁଣି ନିଜ ମନକୁ କଷ୍ଟ ଦେବା ବନ୍ଦ କରିବା। ଯେଉଁ ଅନୁଭୂତି ଆପଣଙ୍କୁ ଖୁସି ଦିଏ, ତାକୁ ପାଖରେ ରଖନ୍ତୁ ଏବଂ ଯାହା ଦୁଃଖ ଦିଏ, ତାକୁ ପଛରେ ଛାଡ଼ି ଆଗକୁ ବଢ଼ନ୍ତୁ!

01/09/2026

Sometimes, the world tells you what you cannot do.
Zoya Agarwal and Dr. Bindeshwar Pathak chose to prove what was possible.

One challenged the sky.
One challenged society.
Real change begins when you dare to believe differently.

29/08/2026

Your past mistakes aren't a burden—they are your biggest life lessons! 🌿✨

If there’s one thing I could change about my past, it would be holding onto old regrets and carrying that unnecessary pain in my heart.

But here’s the truth: the past is already history. It’s gone. So why carry that heavy weight into your present?

Let's reframe how we look at our past:

Don't treat your mistakes as regrets—see them as your greatest gifts and biggest teachers. 🎁

Take the lessons, let go of the pain and step confidently into the present to make your today beautiful.

Stop carrying yesterday's pain. Learn from it, heal and keep moving forward with a smile! ❤️💪


Want your business to be the top-listed Gym/sports Facility in Bhubaneswar?

Click here to claim your Sponsored Listing.

Location

Category

Telephone

Address


Futuritive Training & Consulting LLP, Duplex No/38, Sailashree Vihar
Bhubaneswar
751021

Opening Hours

Monday 11am - 7pm
Tuesday 11am - 7pm
Wednesday 11am - 7pm
Thursday 11am - 7pm
Friday 11am - 7pm
Saturday 11am - 7pm