03/09/2026
🙏ମା ସାହାଡା ସୁନ୍ଦରୀ🙏
𝑨 𝒚𝒐𝒖𝒕𝒉 𝒐𝒓𝒈𝒂𝒏𝒊𝒛𝒂𝒕𝒊𝒐𝒏 𝒄𝒐𝒎𝒎𝒊𝒕𝒕𝒆𝒅 𝒕𝒐 𝒅𝒓𝒊𝒗𝒊𝒏𝒈 𝒑𝒐𝒔𝒊𝒕𝒊𝒗𝒆 𝒄𝒉𝒂𝒏𝒈𝒆 𝒊𝒏 𝒕𝒉𝒆 𝒄𝒐𝒎𝒎𝒖𝒏𝒊𝒕𝒚 𝒘𝒉𝒊𝒍𝒆 𝒈𝒓𝒐𝒘𝒊𝒏𝒈 𝒕𝒐𝒈𝒆𝒕𝒉𝒆𝒓 𝒘𝒊𝒕𝒉 𝒆𝒗𝒆𝒓𝒚𝒐𝒏𝒆.
ⒽⒶⓇ ⒽⒶⓇ ⓂⒶⒽⒶⒹⒺⓋ
ⒷⒶⒿⒶⓇⒶⓃⒼⒶⒷⒶⓁⒾ ⒿⓊⒷⒶⓀⒶ ⓈⒶⓃⒼⒽⒶ
03/09/2026
🙏ମା ସାହାଡା ସୁନ୍ଦରୀ🙏
09/07/2026
ଆମେ ଗର୍ବର ସହିତ କହୁଛୁ—ଆମେ ଏହି ମହତ୍ କାର୍ଯ୍ୟର ଶୁଭାରମ୍ଭ କରିଛୁ, ଏବଂ ଆମର ଲକ୍ଷ୍ୟ ସାଧନ ନହେବା ପର୍ଯ୍ୟନ୍ତ ଆମେ କେବେ ବି ଥମିବୁ ନାହିଁ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଆମର ଶତପ୍ରତିଶତ ପ୍ରୟାସ ଜାରି ରଖିବୁ।
ଏହି ମହାନ ଉଦ୍ୟମକୁ ସଫଳ କରିବା ପାଇଁ ଆମର ସମ୍ମାନନୀୟ ନେତୃବୃନ୍ଦ ଏବଂ ସମାଜର ସମସ୍ତ ଶୁଭେଚ୍ଛୁଙ୍କର ସହଯୋଗ ଓ ଆଶୀର୍ବାଦ ଆମ ପାଇଁ ଅମୂଲ୍ୟ। ସେମାନଙ୍କର ସମର୍ଥନକୁ ଆମେ ସଦା ସମ୍ମାନ ଓ କୃତଜ୍ଞତାର ସହ ଗ୍ରହଣ କରିବୁ। Sampad Swain paradeep BJP Kolar Kolar
09/07/2026
ଯେଉଁ ଦିନ ଆମେ ଆମର ଯୁବ କ୍ଲବର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ, ସେହି ଦିନଠାରୁ ଯୁବପିଢ଼ୀର ନୈତିକ ଓ ଶାରୀରିକ ବିକାଶ ପାଇଁ ଏହାକୁ ସମ୍ପୂର୍ଣ୍ଣ କରିବାର ଦୃଢ଼ ସଂକଳ୍ପ ନେଇଥିଲୁ। ଏହି ଯୁବ ସଶକ୍ତିକରଣ କେନ୍ଦ୍ର ଆମର ସାମୂହିକ ସ୍ୱପ୍ନ ଓ ପ୍ରତିବଦ୍ଧତାର ପ୍ରତୀକ, ଯାହା ଯୁବମାନଙ୍କ ମଧ୍ୟରେ ନେତୃତ୍ୱ, ସଦାଚାର, ଆତ୍ମବିଶ୍ୱାସ ଓ ସେବାଭାବର ବିକାଶରେ ସହାୟକ ହେବ।
ଜୟ ବାବା ଗୋରେଖନାଥ
ମା ସlରଳା
ଓଡ଼ିଆ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା! 🌼
ବଜରଙ୍ଗବଳୀ ଯୁବକ ସଂଘ, କୋଲର, ଜଗତସିଂହପୁର ପକ୍ଷରୁ ସମସ୍ତଙ୍କୁ ନୂତନ ବର୍ଷର ଅନେକ ଅନେକ ଶୁଭକାମନା।
ଏହି ନବବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସ୍ୱାସ୍ଥ୍ୟ ଆଣୁନ୍ତୁ।
ଓଡିଆ ନବ ବର୍ଷ ର ହାର୍ଦିକ ସୁଭାକାମନା ବଜରଙ୍ଗାବାଲି ଜୁବକ ସଙ୍ଗ ତରଫାରୁ |🙏💐
Happy Birthday Jagatsinghpur 💐